Meaning : ଆକାଶରେ ବିଜୁଳି ଚମକିବା ବା ମେଘ ଗର୍ଜିବାପରେ ବିଜୁଳିର ପୃଥିବୀ ଉପରେ ପଡ଼ିବାର ପ୍ରକ୍ରିୟା
Example :
କାଲି ହୋଇଥିବା ବଜ୍ରପାତରେ ଦୁଇଜଣ ଲୋକ ଆହତ ହେଲେ
Synonyms : ବଜ୍ରାଘାତ
Translation in other languages :
आकाश में बिजली चमकने और बादल गरजने के बाद बिजली के पृथ्वी पर गिरने की क्रिया।
कल हुए वज्रपात में दो व्यक्ति घायल हो गए।