Subscribe
URL of the page has been copied to clipboard.
Meaning : ଯାହା ବାକି ହୋଇଥିବା କାରଣରୁ ଦିଆଯାଏ
Example : ରମେଶ ବକେୟା ଋଣ ଶୀଘ୍ର ଫେରାଇଦେବାକୁ ପ୍ରତିଶ୍ରୁତି ଦେଇଛି
Synonyms : ବାକିଥିବା
Translation in other languages :हिन्दी
जो लौटाये या दिये जाने को हो।
Meaning : ବାକି ହୋଇଥିବା କାରଣରୁ ଯାହା କାହାଠାରୁ ପାଇବାକୁ ଅଛି ବା ନେବାକୁ ଅଛି
Example : ଆପଣ ମୋତେ ଏପର୍ୟନ୍ତ ବକେୟା ଧନ ଦେଇ ନାହାନ୍ତି
Synonyms : ବାକି
जो बाकी होने के कारण किसी से पाना हो या लिया जाना हो।
Install App