Subscribe
URL of the page has been copied to clipboard.
Meaning : ଯେଉଁ ଦୈତ୍ୟକୁ ଭୀମ ମାରିଥିଲେ
Example : ବକାସୁର ପ୍ରତିଦିନ ଏକଚକ୍ର ନଗରୀର ଜଣେ ବ୍ୟକ୍ତିକୁ ବି ଭକ୍ଷଣ କରୁଥିଲା
Synonyms : ବକ
Translation in other languages :हिन्दी
एक दैत्य जिसे भीम ने मारा था।
Meaning : ଯେଉଁ ଅସୁରକୁ କୃଷ୍ଣ ମାରିଥିଲେ
Example : ବକାସୁର ପୁତନାର ଭାଇ ଥିଲା
Synonyms : ବକା
एक असुर जिसे कृष्ण ने मारा था।
Install App