Meaning : ଜୋରରେ ଭଡ଼ଭଡ଼ ବା ବକବକ ହେବା
Example :
କେତେବେଳ ଯାଏଁ ବକବକ ହେଉଥିବ,ଏବେ ସେତିକିରେ ବନ୍ଦ କର
Synonyms : ବୃଥାରେ ଗପିବା
Translation in other languages :
Meaning : ଅନ୍ୟର କଥା ନ ଶୁଣି ନିଜକଥା ଅନବରତ କହିଚାଲିବା
Example :
ମୀନା ଦେଶାଇ କେବଳ ନିଜ ବିଷୟରେ ହିଁ ବକବକ କରେ
Synonyms : ବକବକ କରିବା
Translation in other languages :