Meaning : ବଇଁଶୀ ବଜାଉଥିବା ବ୍ୟକ୍ତି
Example :
ପଣ୍ଡିତ ହରିପ୍ରସାଦ ଚୌରସିଆ ଜଣେ କୁଶଳ ବଇଁଶୀ ବାଦକ
Synonyms : ବଇଁଶୀ ବାଦକ, ବେଣୁବାଦକ, ମୁରଲୀ ବାଦକ
Translation in other languages :
बाँसुरी बजानेवाला व्यक्ति।
पंडित हरिप्रसाद चौरसिया एक कुशल बाँसुरीवादक हैं।