Meaning : ପୋଡ଼ିଗଲାପରେ ଚମଡ଼ାରେ ହେଉଥିବା ପାଣି-ଭରା ଫୁଲା
Example :
ପୋଡ଼ି ଯାଇଥିବାରୁ ମୋହନର ଶରୀରରେ ଫୋଟକା ହୋଇଗଲା
Translation in other languages :
Meaning : ଚମଡ଼ା ଜୋତା ଘଷି ହେବା ଫଳରେ ହେଉଥିବା ଘାଆ
Example :
ମୋ ଡାହାଣ ପାଦରେ ଫୋଟକା ହୋଇଛି
Translation in other languages :
Meaning : ବାରୁଦ, ଗନ୍ଧକ, ଏକ ପ୍ରକାର କ୍ଷାର ଆଦି ମିଶ୍ରଣରେ ତିଆରି ହେଉଥିବା ଚକ୍ର, ଅନାର, ଫୋଟକା ଯାହାକୁ ଜଳେଇଲା ପରେ ରଙ୍ଗବେରଙ୍ଗ ନିଆଁ ବାହାରେ ଓ ଶବ୍ଦ ମଧ୍ୟ ହୁଏ
Example :
ଆମେ ଦିପାବଳୀ ଦିନ ବାଣ ଫୁଟାଉ
Translation in other languages :
Firework consisting of a small explosive charge and fuse in a heavy paper casing.
banger, cracker, firecrackerMeaning : ଶରୀର ଉପରେ ହୋଇଥିବା କୌଣସି ଛୋଟ ଗୋଲାକାର ଫୁଲା
Example :
ପିଲାଟି ମୁଁହରେ ବସନ୍ତ ଫୋଟକା ହୋଇଛି
Translation in other languages :