Meaning : ପୂର୍ଣ୍ଣ ରୂପରେ ସଫଳ ନହେବା ବା ପତନ ଘଟିବା
Example :
ଆପଣଙ୍କ ଯୋଗୁଁ ମୋ ଯୋଜନା ଅସଫଳ ହେଲା
Synonyms : ଅସଫଳ ହେବା, ନଷ୍ଟ ହେବା, ବିଫଳ ହେବା
Translation in other languages :
* पूर्णरूप से सफल न होना या पतन होना।
आपके कारण मेरी योजना असफल हुई।