Meaning : ଯେଉଁ ସ୍ତ୍ରୀଲୋକକୁ କେହି ଭଗାଇ ନେଇଯାଏ
Example :
ପ୍ରଣୟୀ ସହ ପଳାୟିତାକୁ ସମାଜରେ ସମ୍ମାନ ମିଳେନାହିଁ
Synonyms : ପଳାୟିତା, ପ୍ରଣୟୀ ସହ ପଳାୟିତା
Translation in other languages :
Meaning : ପଳାଇ ଯାଇଥିବା
Example :
ପୋଲିସ ଫେରାର ଅପରାଧୀମାନଙ୍କୁ ଅନ୍ୱେଷଣ କରୁଛି ପୋଲିସ ଗ୍ରାହକମାନଙ୍କଠାରୁ ପଇସା ନେଇ ଚମ୍ପଟ ହୋଇଥିବା ବ୍ୟକ୍ତିଙ୍କୁ ଅନ୍ୱେଷଣ କରୁଛି
Synonyms : ଚମ୍ପଟ, ପଳାୟମାନ, ପଳାୟିତ
Translation in other languages :
Having escaped, especially from confinement.
A convict still at large.