Meaning : ଫେଣ୍ଟିବାର ପ୍ରକ୍ରିୟା ବା ଭାବ
Example :
ବୁନ୍ଦି ତିଆରି କରିବା ପାଇଁ ଗୁଡ଼ିଆ ବେସନ ଫେଣ୍ଟାଫେଣ୍ଟି କରୁଛି
Synonyms : ଫେଣ୍ଟାଫେଣ୍ଟି
Translation in other languages :
Agitating a liquid with an implement.
Constant stirring prevents it from burning on the bottom of the pan.