Meaning : ମସ୍ତକ ବା ମୁଣ୍ଡରେ ଆଘାତ ଲାଗିବାରୁ ବାହାରି ଆସୁଥିବା ଗୋଲ ଫୁଲା
Example :
ସେ ମୁଣ୍ଡକୁ ବାଡ଼ିରେ ଏତେ ଜୋରରେ ମାରିଲେ ଯେ ଫୁଲା ବାହାରି ପଡ଼ିଲା
Translation in other languages :
A lump on the body caused by a blow.
bumpMeaning : ଯେଉଁ ରୋଗରେ ଶରୀରରେ ଆବୁ ହୋଇଯାଏ
Example :
ବହୁତ ଔଷଧ ଖାଇଲା ପରେବି ତାଙ୍କର ଆବୁ ଭଲ ହେଲା ନାହିଁ
Translation in other languages :
Meaning : ଏକ ଆଖି ରୋଗ
Example :
ମୋତିଆବିନ୍ଦୁ ହେଲେ ଆଖିର କଳା ଭାଗ ଧଳା ହୋଇଯାଏ
Synonyms : ପରଳ, ମୋତିଆବିନ୍ଦୁ
Translation in other languages :
Meaning : ରୋଗ ଆଦି କାରଣରୁ ଶରୀରର କୌଣସି ଅଙ୍ଗର ଫୁଲିବା କ୍ରିୟା
Example :
ସେ ଶୋଥରେ ପୀଡ଼ିତ
Translation in other languages :
Meaning : ଘଣ୍ଟିକା ଫୁଲିବାର ଏକ ରୋଗ
Example :
ଆୟୋଡ଼ିନ ଅଭାବରୁ ଗଳଗଣ୍ଡ ରୋଗ ହୁଏ
Translation in other languages :
Abnormally enlarged thyroid gland. Can result from underproduction or overproduction of hormone or from a deficiency of iodine in the diet.
goiter, goitre, struma, thyromegalyMeaning : କିଛି ବିଶିଷ୍ଟ କାରଣରୁ ଅସ୍ୱାଭାବିକ ବା କୃତ୍ରିମ ଭାବରେ ବଢ଼ିବା ବା ଫୁଲିବା ଅବସ୍ଥା
Example :
ରକ୍ତଚାପ ବଢ଼ିଲେ ମସ୍ତିକର ନାଡ଼ିର ଫୁଲା ଅଧିକ ହେବାର ସମ୍ଭାବନା ଥାଏ
Synonyms : ସ୍ଫୀତି
Translation in other languages :
कुछ विशिष्ट कारणों से अस्वाभाविक या कृत्रिम रूप से बढ़ने या फूलने की अवस्था।
रक्तचाप बढ़ने से मस्तिष्क की नाड़ी स्फीति बढ़ने की संभावना रहती है।The act of filling something with air.
inflationMeaning : ବଳଦ ଆଖିରେ ହେଉଥିବା ଏକ ରୋଗ
Example :
ଫୁଲାରେ ଆଖି ତଳ ମାଂସ ବଢ଼ିଯାଏ
Translation in other languages :