Subscribe
URL of the page has been copied to clipboard.
Meaning : ଫୁଙ୍କିଲାବେଳେ ମୁଁହରୁ ବାହାରୁଥିବା ପବନ
Example : ଫୁଙ୍କ ଦ୍ୱାରା ବତୀ ଲିଭିଗଲା
Translation in other languages :हिन्दी
मुँह की हवा जो फूँकने पर निकले।
Meaning : ମନ୍ତ୍ରଆଦି ପଢ଼ି ମୁହଁରେ ପବନ ବାହାର କରିବା କ୍ରିୟା
Example : ବିଛା ବିଷ ଝଡ଼ାଇବାପାଇଁ ସାଧକ ଫୁଙ୍କ ପରେ ଫୁଙ୍କ ମାରୁଥିଲା
मंत्र आदि पढ़कर मुँह से हवा छोड़ने की क्रिया।
Install App