Meaning : ମାଈ ମଇଁଷିର ଅଣ୍ଡିରା ମଇଁଷି ସହ ସଂଯୋଗହେବା
Example :
ମାଈ ମଇଁଷିଟି ଫଳଯାଉଛି
Synonyms : ଗର୍ଭବତୀହେବା
Translation in other languages :
Meaning : ଅଣ୍ଡିରା ମଇଁଷି ସହ ସଂଯୋଗଦ୍ୱାରା ମାଈ ମଇଁଷିର ଗର୍ଭହେବା
Example :
ଏହି ମଇଁଷି ଗର୍ଭବତୀ ହୋଇଛି
Synonyms : ଗର୍ଭବତୀହେବା
Translation in other languages :
Meaning : ଗର୍ଭ ଧାରଣ କରିବା
Example :
ଏହି ଗାଈ ପ୍ରତିବର୍ଷ ଗାଭିଲୀ ହୁଏ
Synonyms : ଗର୍ଭ ଧାରଣ କରିବା, ଗାଭିଲୀ ହେବା
Translation in other languages :