Meaning : କାଠ ବା ଧାତୁଆଦିର ଖଣ୍ଡ ଯାହା ଉପରେ କୌଣସି ରୂପ ବା ଚିତ୍ର ଖୋଳାହୋଇଛି ଏବଂ ଏହାକୁ କୌଣସି ଅନ୍ୟ ବସ୍ତୁଉପରେ ରଖି ଚାପିଦେଲେ ସେଥିରେ ଖୋଳା ଆକୃତି ଚପିଯାଏ ବା ତିଆରି ହୋଇଯାଏ
Example :
ଶ୍ରମିକ ଲୁଗାଉପରେ ଛାଞ୍ଚ ସାହାଯ୍ୟରେ ପ୍ରକାର ପ୍ରକାରର ଛାପ ତିଆରି କରୁଛି
Translation in other languages :
A block or die used to imprint a mark or design.
stampMeaning : କାଗଜର ସେହି ପୂରା ଖଣ୍ଡ ଯାହା ଏକାଥରେ ପ୍ରେସରେ ଛପାଯାଏ
Example :
ରେଳ ଦୁର୍ଘଟଣାର ଖବର ପ୍ରେସରେ ପହଞ୍ଚିବା ପୂର୍ବରୁ ହିଁ ଖବର କାଗଜର ଫରମା ପ୍ରସ୍ତୁତ ହୋଇ ସାରିଥିଲା
Translation in other languages :
काग़ज़ का वह पूरा ताव जो एक बार में मुद्रणालय में छापा जाता है।
रेल दुर्घटना की ख़बर प्रेस में पहुँचने से पहले ही अख़बार का फरमा तैयार हो चुका था।