Meaning : ଯେ ପ୍ରେମ କରେ
Example :
ଶୀତଋତୁରେ ପକ୍ଷୀପ୍ରେମୀମାନେ ଚିଲିକା ହ୍ରଦକୁ ନିଶ୍ଚିତ ଭାବେ ଯାଆନ୍ତି
Synonyms : ପ୍ରେମୀ
Translation in other languages :
Meaning : କୌଣସି ସ୍ତ୍ରୀ ଦୃଷ୍ଟିରୁ ତାଙ୍କ ସହିତ ଯେଉଁ ପୁରୁଷର ଅନୁଚିତ ସମ୍ପର୍କ ଅଛି
Example :
ସେ ତା ପ୍ରେମିକ ସହିତ ବୁଲିବାକୁ ଯାଇଛି
Translation in other languages :
Meaning : ଯେଉଁ ପୁରୁଷ ପ୍ରେମ କରେ
Example :
ମିତା ନିଜର ପ୍ରେମିକ ରମେଶ ସହିତ ଫେରାର ହୋଇଯାଇଛି
Translation in other languages :