Meaning : ଅତ୍ୟଧିକ ହେବାର ଅବସ୍ଥା ବା ଭାବ
Example :
ଶରୀରରେ ଚିନିର ଅତ୍ୟଧିକତା ଯୋଗୁଁ ମଧୁମେହ ରୋଗ ହୁଏ
Synonyms : ଅତି ଅଧିକ, ଅତ୍ୟଧିକତା, ପ୍ରଚୁରତା, ବିପୁଳତା
Translation in other languages :
The property of being extremely abundant.
The profusion of detail.Meaning : ଆବଶ୍ୟକତାଠାରୁ ଅଧିକ ପରିମାଣ
Example :
ଶସ୍ୟର ଆଧିକ୍ୟ ହେଲେ ଏହାର ରପ୍ତାନୀ କରାଯାଏ
Synonyms : ଅତିରେକ, ଅଧିକତା, ଅପର୍ଯ୍ୟାପ୍ତ, ଆତିଶଯ୍ୟ, ଆଧିକ୍ୟ, ପ୍ରାବଲ୍ୟ
Translation in other languages :
जितना होना चाहिए उससे अधिक मात्रा।
अनाज के अतिरिक्त भाग को निर्यात किया जाता है।