Meaning : ପ୍ରାଚୀନ ସମୟ ବା ଅନେକ ଆଗରୁ ବିତିଥିବା ସମୟ
Example :
ପ୍ରାଚୀନ କାଳରେ ଭାରତ ଶିକ୍ଷା କ୍ଷେତ୍ରରେ ବହୁତ ଆଗରେ ଥିଲା
Synonyms : ପୁରାକାଳ, ପୁରାତନ କାଳ
Translation in other languages :
प्राचीन समय या बहुत पहले बिता हुआ समय।
प्राचीन काल में भारत शिक्षा के क्षेत्र में बहुत ही आगे था।