Meaning : ଯାହାର ପ୍ରତାପ ବା ପ୍ରଭାବ ହୁଏ
Example :
ପ୍ରଭାବଶାଳୀ ଠାକୁରଙ୍କୁ ଗାଁର ସବୁଲୋକ ସମ୍ମାନ ଦିଅନ୍ତି
Synonyms : ପ୍ରତାପୀ, ପ୍ରଭାବଶାଳୀ, ପ୍ରଭାବଶୀଳ
Translation in other languages :
Meaning : ପ୍ରଭାବ ପକାଇବାବାଲା
Example :
ଏହା ବହୁତ ପ୍ରଭାବଶାଳୀ ଔଷଧଏହି ଔଷଧ ବହୁତ ପ୍ରଭାବଶାଳୀ
Synonyms : ପ୍ରଭାବକ, ପ୍ରଭାବକାରୀ, ପ୍ରଭାବଶାଳୀ, ପ୍ରଭାବିତ