Meaning : କୌଣସି ପଦରେ ନିର୍ବାଚନପାଇଁ ଠିଆ ହେବାବାଲା ବ୍ୟକ୍ତି
Example :
ଏଠାରୁ କଂଗ୍ରେସ ପ୍ରାର୍ଥୀର ବିଜୟ ହୋଇଅଛି
Synonyms : ପ୍ରାର୍ଥୀ
Translation in other languages :
Meaning : ଯେ ଆଶା କରନ୍ତି
Example :
ପ୍ରତ୍ୟାଶୀ ବ୍ୟକ୍ତି କେବେବି ନିରାଶ ହୁଅନ୍ତି ନାହିଁ
Synonyms : ଆଶାବାଦୀ
Translation in other languages :
Meaning : ଯାହାକୁ ଅପେକ୍ଷା ହୋଇଛି
Example :
ମୁଁ କାହାର ପ୍ରତ୍ୟାଶୀ ନାହିଁ, ଯାହା ବି କରିବି ନିଜ ବଳରେ କରିବି
Synonyms : ପ୍ରତୀକ୍ଷିତ, ପ୍ରତ୍ୟାଶିତ
Translation in other languages :