Subscribe
URL of the page has been copied to clipboard.
Meaning : କୌଣସି ବସ୍ତୁକୁ ନିର୍ମାଣ କରିବା ପୂର୍ବରୁ ତାର ଅଂଶଗୁଡ଼ିକ ଯୋଡ଼ି ପ୍ରସ୍ତୁତ କରାଯାଉଥିବା ପୂର୍ବ ରୂପ
Example : ମନ୍ଦିରର ଢାଞ୍ଚା ପ୍ରସ୍ତୁତ ହୋଇଗଲାଣି
Synonyms : ଡିଜାଇନ, ଢାଞ୍ଚା
Meaning : ଲେଖାଆଦିର ଆକ୍ଷରିକ ସ୍ୱରୂପ
Example : ପରୀକ୍ଷା ପ୍ରମାଣ ପତ୍ରର ଆଉ ଏକ ନକଲପାଇଁ ବିଦ୍ୟାଳୟରେ ଆବେଦନ କରାଗଲା
Synonyms : ଅନୁଲିପି, ନକଲ
Translation in other languages :हिन्दी English
लेख आदि का अक्षरशः स्वरूप।
A reproduction of a written record (e.g. of a legal or school record).
Install App