Meaning : ସେ ଧ୍ୱନି ବା ଶବ୍ଦ ଯାହା ନିଜର ଉତ୍ପତ୍ତି ସ୍ଥାନରୁ ବାହାରି କେଉଁଠାରୁ ବାଧାପାଇ ଫେରେ ଏବଂ ପୁଣି ତାହା ଶୁଣିବାକୁ ମିଳେ
Example :
କୁଅଭିତରୁ ବାଘର ପ୍ରତିଧ୍ୱନି ଶୁଣାଯାଉଛି
Synonyms : ପ୍ରତିଶବ୍ଦ
Translation in other languages :
वह ध्वनि या शब्द जो अपनी उत्पत्ति के स्थान से चलकर कहीं टकराता हुआ लौटे और फिर वहीं सुनाई पड़े।
कुएँ से शेर की प्रतिध्वनि सुनाई पड़ी।Meaning : ପ୍ରତିଧ୍ୱନି ଉତ୍ପନ୍ନ ହେବା ବା କରିବା କ୍ରିୟା
Example :
ଘଣ୍ଟାର ପ୍ରତିଧ୍ୱନିରେ ସମ୍ପୂର୍ଣ୍ଣ ମନ୍ଦିର ଗୁଞ୍ଜରୀ ଉଠିଲା
Translation in other languages :
A vibration of large amplitude produced by a relatively small vibration near the same frequency of vibration as the natural frequency of the resonating system.
resonance