Meaning : ପ୍ରଣାମ କରୁଥିବା ବ୍ୟକ୍ତି
Example :
ପୁରୋହିତେ ପ୍ରଣାମୀକୁ ଆଶୀର୍ବାଦ ସହିତ ପ୍ରସାଦ ମଧ୍ୟ ଦେଲେ
Synonyms : ପ୍ରଣାମକାରୀ
Translation in other languages :
Meaning : ଗୁରୁ, ବ୍ରାହ୍ମଣ,ସନ୍ଥଆଦିଙ୍କୁ ପ୍ରଣାମ ବା ଅଭିବାଦନ ସମୟରେ ଦିଆଯାଉଥିବା ଦକ୍ଷିଣା
Example :
ପଣ୍ଡିତଙ୍କୁ ବହୁତ ପ୍ରଣାମୀ ମିଳିଲା
Synonyms : ଦକ୍ଷିଣା
Translation in other languages :