Subscribe
URL of the page has been copied to clipboard.
Meaning : କୌଣସି ରାଜାଙ୍କ ଅଧିନରେ ବା ତାଙ୍କର ରାଜ୍ୟରେ ବାସ କରୁଥିବା ଲୋକ
Example : ରାଜା ହର୍ଷବର୍ଦ୍ଧନଙ୍କ ରାଜୁତି କାଳରେ ପ୍ରଜାମାନେ ସୁଖରେ ଥିଲେ
Synonyms : ରୟତ୍
Translation in other languages :हिन्दी English
किसी राजा के अधीन या उसके राज्य में रहने वाले लोग।
A person who owes allegiance to that nation.
Meaning : କୌଣସି ଦେଶ ବା ସ୍ଥାନର ସମସ୍ତ ବାସିନ୍ଦା ଯେଉଁମାନେ ଏକକ ଭାବରେ ପରିଚିତ ହୋଇଥାଆନ୍ତି
Example : ଇଂରେଜମାନେ ଭାରତୀୟ ଜନତାଙ୍କ ଉପରେ ବହୁତ ଅତ୍ୟାଚାର କରୁଥିଲେ
Synonyms : ଜନତା, ଜନସାଧାରଣ, ନାଗରିକ, ଲୋକ
किसी देश या स्थान के सब या बहुत से निवासी जो एक इकाई के रूप में माने जाएँ।
The body of citizens of a state or country.
Install App