Meaning : କୌଣସି ରୋଗର କ୍ରମାଗତ ପ୍ରଭାବ
Example :
ତାଙ୍କ ଗାଁରେ ଏବେବି ହଇଜାର ପ୍ରକୋପ କମିନାହିଁ
Translation in other languages :
Meaning : ଅତ୍ୟଧିକ କୋପ ବା କ୍ରୋଧ
Example :
ଦେବୀଙ୍କ ପ୍ରକୋପରୁ ରକ୍ଷାପାଇବାକୁ ହେଲେ ପୂଜା ପାଠ ଆବଶ୍ୟକ ବୋଲି ଗୁଣିଆ କହିଲେ
Translation in other languages :