Meaning : ଯାହା ଉପରେ ଆଲୋକ ପଡ଼ିଥାଏ
Example :
ସୂର୍ଯ୍ୟ କିରଣରେ ଆଲୋକିତ ଚନ୍ଦ୍ରମାରେ ଉଷ୍ଣତା ନଥାଏ
Synonyms : ଅବଭାସିତ, ଆଲୋକିତ, ଉଜ୍ୱଳିତ, ଦୀପ୍ତିମନ୍ତ, ପ୍ରଦୀପ୍ତ
Translation in other languages :
Provided with artificial light.
Illuminated advertising.Meaning : ଯାହା ଛପାହୋଇ ଲୋକଲୋଚନକୁ ଆସିଯାଇଛି
Example :
ଶ୍ରୀବାସ୍ତବ ବାବୁ ତାଙ୍କ ପ୍ରକାଶିତ ପୁସ୍ତକ ମୋତେ ଉପହାର ଦେଲେ
Translation in other languages :