Meaning : ନିଆର ସଂସ୍ପର୍ଶରେ ଆସି ନଷ୍ଟ ବା ଖରାପ ହେବା
Example :
ଏହି ବହିର କିଛି ପୃଷ୍ଠା ନିଆଁରେ ଜଳିଯାଇଛି ବହୁତ ସମୟ ପର୍ଯ୍ୟନ୍ତ ନିଆଁ ଉପରେ ରହିବାରୁ ତରକାରୀ ପୋଡ଼ିଗଲା
Synonyms : ଜଳିଯିବା, ଦଗ୍ଧୀଭୂତ ହେବା, ଦହନ ହେବା
Translation in other languages :
आग आदि के संपर्क के कारण नष्ट या खराब होना।
इस पुस्तक के कुछ पन्ने आग से जल गए हैं।