Meaning : ତଳେ ଆସିକରି ବା ଚାପିହୋଇ ବିକୃତ ହେବା
Example :
ଗୋଟିଏ କୁକୁର ଗାଡ଼ିଦ୍ୱାରା ଚାପିହୋଇଗଲା ଚକିରେ ତା’ ହାତ ପେଷିହୋଇଗଲା
Synonyms : ଚାପିହେବା, ଦଳିଚକଟିହେବା
Translation in other languages :
Become injured, broken, or distorted by pressure.
The plastic bottle crushed against the wall.