Meaning : ଗୋସେଇଁ ବାପା, ପଣ ଗୋସେଇଁ ବାପାଆଦି ଯେଉଁମାନେ ଆଗରୁ ଥିଲେ
Example :
ରାମ କୃଷ୍ଣଆଦି ଆମର ପୂର୍ବଜ ଥିଲେ
Synonyms : ପୂର୍ବଜ
Translation in other languages :
Meaning : କୌଣସି ବ୍ୟକ୍ତିର ମୃତ ପିତା, ମାତା, ବୁଢ଼ାବାପା, ବୁଢ଼ୀମା,ଗୋସେଇଁବାପାଆଦି ପୂର୍ବପୁରୁଷ
Example :
ପିତୃପକ୍ଷରେ ପିତୃପୁରୁଷମାନଙ୍କ ତର୍ପଣ କରାଯାଏ
Translation in other languages :