Meaning : ଏହି ସମୟର ପୂର୍ବରୁ ବା ଯାହା ପୂର୍ବକାଳ ସହିତ ସମ୍ବନ୍ଧିତ
Example :
ମୁଁ ମୋର ପୁରୁଣା ବନ୍ଧୁକୁ ଦେଖା କରିବାକୁ ଯାଉଛି
Synonyms : ପୁରୁଣା, ପୂର୍ବକାଳର, ପୂର୍ବଦିନର, ପ୍ରାଚୀନ
Translation in other languages :
इस समय से पहले का या जो पूर्व काल से संबंधित हो।
कल मैं एक पुराने किले को देखने गया था।