Meaning : ପୂର୍ଣ୍ଣ ବା ପୂରା ହେବା କିମ୍ବା କରିବାର କ୍ରିୟା ବା ଭାବ
Example :
ଆପଣଙ୍କ ବିନା ଏହି କାମର ପୂର୍ତ୍ତି ଅସମ୍ଭବ
Synonyms : ପୂରା, ପୂର୍ଣ୍ଣତା, ପୂର୍ତ୍ତି
Translation in other languages :
The act of making something perfect.
perfectionMeaning : ଯାହା ପୂରାପୂରି ପୂର୍ଣ୍ଣ ବା ଭରାହୋଇଛି କିମ୍ବା ଯେଉଁଥିରେ କିଛି କମ୍ ନାହିଁ
Example :
ଲାଲାଜୀଙ୍କ ଘର ଧନଧାନ୍ୟରେ ପୂର୍ଣ୍ଣ ସେଠଜୀଙ୍କ ଜନ୍ମ ଧନ-ଧାନ୍ୟ ପରିପୂର୍ଣ୍ଣ ଘରେ ହୋଇଥିଲା
Synonyms : ପରିପୂରିତ, ପରିପୂର୍ଣ୍ଣ, ଭରପୂର, ଭରା
Translation in other languages :
Completed to perfection.
fulfilledMeaning : ଯାହା ଶେଷ ହୋଇଯାଇନାହିଁ
Example :
ମୋଦ୍ୱାରା ହେଉଥିବା କାମ ଏବେ ସମାପ୍ତ ହୋଇଗଲା
Synonyms : ଶେଷ, ସମାପ୍ତ, ସମ୍ପନ୍ନ, ସମ୍ପାଦିତ, ସମ୍ପୂର୍ଣ୍ଣ
Translation in other languages :
Having finished or arrived at completion.
Certain to make history before he's done.Meaning : ପୂରାପୂରି ଭରିଥିବା
Example :
ସେ ମୋ ହାତରେ ଦୁଧରେ ଭର୍ତ୍ତି ଗ୍ଲାସ୍ ଧରେଇଦେଲା
Translation in other languages :
Containing as much or as many as is possible or normal.
A full glass.Meaning : ଯେତେ ଅଧିକରୁ ଅଧିକ ଭର୍ତ୍ତିକରା ଯାଇପାରେ ସେତିକି ଧରିବା
Example :
ପୋଖରୀ ପାଣିରେ ଭର୍ତ୍ତି ହୋଇଛି
Synonyms : ଭର୍ତ୍ତି
Translation in other languages :
Meaning : ଯାହା କୌଣସି ଦୋଷ ବିନା ନିଜେନିଜେ ସମ୍ପୂର୍ଣ୍ଣ ପରିଚିତ
Example :
ଗୋଟିଏ ପୂର୍ଣ୍ଣ କାହାଣୀ ଶୁଣାନ୍ତୁ
Synonyms : ପୂରା, ସମ୍ପୂର୍ଣ୍ଣ
Translation in other languages :
Being complete of its kind and without defect or blemish.
A perfect circle.Meaning : ଭୋଜନପାଇଁ ପ୍ରସ୍ତୁତ ବା ବ୍ୟବସ୍ଥିତ କରାଯାଇଥିବା, ବିଶେଷ କରି ଯାହା ଉପରେ ଖାଦ୍ୟ ପଦାର୍ଥ ସଜା ଯାଇଥାଏ
Example :
ଖାଇବାପାଇଁ ଲୋକମାନେ ଖାଦ୍ୟ ପଦାର୍ଥ ପୂର୍ଣ୍ଣ ଟେବୁଲ ଚାରିପଟେ ବସିଗଲେ
Synonyms : ଭରା
Translation in other languages :