Meaning : ଯାହା ପୁଷ୍ପ ସହିତ ସଂଯୁକ୍ତ
Example :
ସୀତାର ବଗିଚା ଫୁଟିଲାଫୁଲ ଗଛରେ ଭରା
Synonyms : କୁସୁମିତ, ପୁଷ୍ପଯୁକ୍ତ, ଫୁଟିଲାଫୁଲ, ମଞ୍ଜରିତ, ସୁମନିତ
Translation in other languages :
Meaning : ଯେଉଁ ଗଛ ବିଶେଷ ରୂପେ ଫୁଲ ପାଇଁ ହିଁ ପ୍ରସିଦ୍ଧ
Example :
ବଗିଚାରେ ବହୁତ ସୁନ୍ଦର ସୁନ୍ଦର ସପୁଷ୍ପକ ଗଛ ଲାଗିଛି
Translation in other languages :