Meaning : ଛୋଟ ଗଣ୍ଠିଳି
Example :
ସୁଦାମା ପୁଟୁଳିରେ ବନ୍ଧା ହୋଇଥିବା ଖୁଦକୁ ଶ୍ରୀକୃଷ୍ଣଙ୍କଠୁ ଲୁଚେଇ ରଖିଥିଲେ
Translation in other languages :
Meaning : ଯାତ୍ରା ସମୟରେ ବ୍ୟବହାରରେ ଆସୁଥିବା ଥଳି
Example :
ଯାତ୍ରୀଥଳିରେ ଯାତ୍ରା ସମ୍ବନ୍ଧୀୟ ଜିନିଷ ରଖିଦିଅ
Translation in other languages :