Meaning : ବଂଶ ପରମ୍ପରାରେ କାହାର ବାପା,ଜେଜେ,ଅଣଜେଜେ ବା ପୁଅ,ନାତି,ଅଣନାତି ଆଦିର ବିଚାରରୁ ଗଣନା କ୍ରମରେ କୌଣସି ସ୍ଥାନ
Example :
ତିନିପିଢ଼ିପରେ ଆମ ଘରେ ଝିଅଟିଏ ଜନ୍ମ ହୋଇଛି
Synonyms : ପୁରୁଷ
Translation in other languages :
Group of genetically related organisms constituting a single step in the line of descent.
generation