Meaning : ପିନ୍ଧିବା ବା ଧାରଣ କରିବା କ୍ରିୟା
Example :
ଧୋତୀ ପିନ୍ଧିବା ପରେ ପଣ୍ଡିତଜୀ ଆସନ ଉପରେ ବସିଲେ
Synonyms : ପରିଧାନ
Translation in other languages :
Meaning : ବସ୍ତ୍ର, ଆଭୂଷଣଆଦି ଶରୀରରେ ଧାରଣ କରିବା
Example :
ସେ ଗାଧୋଇସାରି ଭଲ ପୋଷାକ ପିନ୍ଧିଲେ
Synonyms : ଧାରଣ କରିବା, ପରିଧାନ କରିବା
Translation in other languages :