Meaning : କନା ଓ କାଗଜ ଆଦିରେ ତିଆରି କଣ୍ଢେଇ ଯେଉଁଥିରେ ପିଲାମାନେ ଖେଳନ୍ତି
Example :
ବାପା ପବନପାଇଁ ଏକ କଣ୍ଢେଇ କିଣିଲେ
Synonyms : କଣ୍ଢେଇ
Translation in other languages :
Meaning : ଆଖି ମଝିର କଳା ଭାଗ
Example :
ପିତୁଳା ଆଖିର ଏକ ସମ୍ବେଦନଶୀଳ ଏବଂ ମହତ୍ତ୍ୱପୂର୍ଣ୍ଣ ଅଂଶ
Synonyms : ଆଖିତାରା, ଆଖିପୁଅ, କନୀନିକା, ତାରା, ନେତ୍ର ପିତୁଳା
Translation in other languages :