Meaning : ଖାଦ୍ୟଦ୍ୱାରା ଶରୀରକୁ ପୋଷଣ କରିବା ବା ଖାଦ୍ୟପଦାର୍ଥ ସେବନକରି ଶାରୀରିକ ପ୍ରକ୍ରିୟା ଜାରି ରଖିବା
Example :
ମହାତ୍ମା କେବଳ ଫଳ ଓ ଦୁଧରେ ନିଜର ପୋଷଣ କରନ୍ତି
Synonyms : ଆହାର କରିବା, ପୁଷ୍ଟିକରଣ କରିବା, ପୋଷଣ କରିବା, ବର୍ଦ୍ଧନ କରିବା, ଭୋଜନ କରିବା
Translation in other languages :
* खाद्य द्वारा शरीर को पोषित करना या खाद्य वस्तुओं का सेवन करके शारीरिक क्रियाओं को बनाए रखना।
महात्माजी केवल फल और दूध पर अपने को पोषित करते हैं।