Meaning : ଏକ ପ୍ରକାରର ପାଲିଙ୍କି
Example :
ବର ପାଲିଙ୍କିରେ ବସିଥିଲା
Translation in other languages :
Meaning : ଏକ ପ୍ରକାର ସବାରୀ ଯାହା ବେହେରାମାନେ କାନ୍ଧରେ ବୋହିକରି ନିଅନ୍ତି
Example :
କନ୍ୟା ସବାରୀରେ ବସିଛି
Translation in other languages :
Meaning : ବଡ ସିନ୍ଦୁକ ପରି ଦୋଳିଠୁ ଟିକେ ଭିନ୍ନ ଏକ ପ୍ରକାରର ସବାରୀ ଯାହାକୁ ସବାରିଆ କାନ୍ଧରେ ବୋହିକରି ନିଅନ୍ତି
Example :
ରାଜା ପାଲିଙ୍କିରେ ବସି ନଗର ଭ୍ରମଣ କରିବାକୁ ବାହାରିଲେ
Synonyms : ଶିବିକା
Translation in other languages :