Meaning : ଯିଏ ପର୍ବତ ଉପରେ ବାସକରେ
Example :
ଭାରତରେ ଅନେକ ପାହାଡ଼ି ଜନଜାତି ମିଳନ୍ତି
Synonyms : ପର୍ବତ ବାସୀ, ପର୍ବତୀୟ, ପାହାଡ଼ି
Translation in other languages :
जो पर्वत पर निवास करता हो।
भारत में अनेक पहाड़ी जन जातियाँ पायी जाती हैं।Meaning : ଯାହା ପାହାଡ଼ ଉପରେ ବା ପାହାଡ଼ୀ କ୍ଷେତ୍ରରେ ମିଳେ
Example :
ସେ ପାହାଡ଼ୀ ବୃକ୍ଷ ଗୁଡ଼ିକ ବିଷୟରେ ତଥ୍ୟ ସଂଗ୍ରହ କରୁଛି
Synonyms : ପାହାଡ଼ୀ
Translation in other languages :