Meaning : ନାଟକରେ କୌଣସି ପାତ୍ରର ଅଭିନୟ
Example :
ଏହି ସିନେମାରେ ଅମିତାଭଙ୍କ ଭୂମିକା ଜୋରଦାର ହେଇଛି ଏହି ନାଟକରେ ସେ ଖଳନାୟକର ଭୂମିକାରେ ଅବତୀର୍ଣ୍ଣ ହୋଇଛି
Translation in other languages :
An actor's portrayal of someone in a play.
She played the part of Desdemona.