Meaning : ଜଳାଶୟର ସାମନା ବା ଅନ୍ୟ ପାଖର ତଟ କିମ୍ବା କୂଳ
Example :
ସେ ନଦୀ ପାରରେ ଠିଆହୋଇ ଡଙ୍ଗାକୁ ଅପେକ୍ଷା କରୁଅଛି
Synonyms : ଅପର ପାର୍ଶ୍ୱରେ
Translation in other languages :
Meaning : ସାମନାବାଲା ଅନ୍ୟ ପାର୍ଶ୍ୱ ବା ଅନ୍ୟ ତରଫ
Example :
ଆମେ ଅନ୍ଧାର ହେବା ପୂର୍ବରୁ ଜଙ୍ଗଲ ପାର ହୋଇ ଚାଲିଯିବା ଉଚିତ
Translation in other languages :