Meaning : ନବଧା ଭକ୍ତି ମଧ୍ୟରୁ ଗୋଟିଏ ପ୍ରକାରର ଯେଉଁଥିରେ ଉପାସକ ନିଜର ଆରାଧ୍ୟ ଦେବତାଙ୍କ ପାଦ ଛୁଇଁ ସମ୍ମାନ ପ୍ରଦର୍ଶିତ କରେ ବା ପାଦ ପୂଜା କରେ
Example :
ସେହି ମହିଳା ପାଦସେବାଦ୍ୱାରା ପ୍ରଭୁଙ୍କୁ ପାଇବାର କାମନା ରଖିଛନ୍ତି
Synonyms : ପାଦପୂଜନ, ପାଦବଂଦନ, ପାଦବନ୍ଦନ, ପାଦସେବା
Translation in other languages :
(Hinduism) loving devotion to a deity leading to salvation and nirvana. Open to all persons independent of caste or sex.
bhakti