Meaning : କୌଣସି ବସ୍ତୁର ଅଚଳ ଅଂଶ
Example :
ଏହି କମ୍ପ୍ୟୁଟରର ଆଧାର ଭାଙ୍ଗିଗଲା ଏହି ଚଉକୀର ଗୋଟିଏ ଗୋଡ଼ ଭାଙ୍ଗିଗଲା
Translation in other languages :
The lower part of anything.
Curled up on the foot of the bed.Meaning : ଅଙ୍ଗ ବା ଅବୟବରୁ କୌଣସି ଗୋଟିଏ ଯାହାକୁ ଯୋଗକଲେ କୌଣସି ଜିନିଷ ତିଆରି ହୁଏ
Example :
ଏହି ଯନ୍ତ୍ରର ସବୁ ଅଂଶ ଗୋଟିଏ କାରଖାନାରେ ତିଆରି ହୋଇଛି ଏହାର ଆର ପାଦରେ ଆମେମାନେ ଆପଣମାନଙ୍କୁ ଏକ ନାଟକ ଦେଖାଇବୁ
Synonyms : ଅଂଶ, ଖଣ୍ଡ, ଖଣ୍ଡିତାଂଶ, ଚରଣ, ବିଭାଗ, ଭାଗ
Translation in other languages :
Something determined in relation to something that includes it.
He wanted to feel a part of something bigger than himself.Meaning : କୌଣସି ଲୋକର ଗୋଡ଼ର ସବୁଠାରୁ ନୀଚ ଅଂଶ ଯାହା ଉପରେ ସେ ଠିଆ ହୁଏ ବା ଯାହାଦ୍ୱାରା ସେ ଚାଲେ
Example :
କର୍ମଚାରୀ ଜଣଙ୍କ ଅଧିକାରୀଙ୍କ ପାଦତଳେ ପଡ଼ି କରୁଣ ଭାବେ ପ୍ରାର୍ଥନା କଲା
Translation in other languages :
The part of the leg of a human being below the ankle joint.
His bare feet projected from his trousers.