Meaning : ଏକ ପ୍ରକାର ଛନ୍ଦ
Example :
ଗୁରୁଜୀ ପାଣିକା ଛନ୍ଦ ବିଷୟରେ ବିସ୍ତୃତଭାବେ ବୁଝାଉଛନ୍ତି
Synonyms : ପାଣିକା ଛନ୍ଦ
Translation in other languages :
Meaning : ଏକ ପ୍ରକାରର ବାସନ
Example :
ପାଣିକା ବାସନ ଦେଖିବାକୁ ଚାମଚଭଳି
Synonyms : ପାଣିକା ବାସନ
Translation in other languages :