Meaning : ଆଗରେ ଏବଂ ପଛରେ କୌଣସି ଭାବ ବା ଅବସ୍ଥା
Example :
ଏହି କାମ କରିବା ଲାଗି ସେହି ଦିଜଣଙ୍କ ମଧ୍ୟରେ ପାଟିତୁଣ୍ଡ ଚାଲିଛି
Synonyms : ଠେଲାପେଲା, ବାକବିତଣ୍ଡା
Translation in other languages :
Meaning : କଠୋର ବା କର୍କଶ ଶୁଭୁଥିବା ଉଚ୍ଚଶବ୍ଦ
Example :
ତୁମମାନଙ୍କ ପାଟିତୁଣ୍ଡରେ ପୁରା ମହଲା ଅସ୍ଥିର ହୋଇଗଲା
Translation in other languages :
कई लोगों के एक साथ ऊँची आवाज़ में बोलने या चिल्लाने आदि से उत्पन्न भ्रांतिपूर्ण स्थिति।
इस शोरगुल में काम करना मुश्किल है।Meaning : ନିଜନିଜ ମଧ୍ୟରେ ହେଉଥିବା ଆକ୍ଷେପ ବା ଉଚ୍ଚବାଚ
Example :
ବାପ ଓ ପୁଅଙ୍କ ମଧ୍ୟରେ ସବୁଦିନେ ପାଟିତୁଣ୍ଡ ହେଉଛି
Synonyms : ଉଚ୍ଚବାଚ, କଳି, ଝଗଡ଼ା, ତର୍କବିତର୍କ, ଯୁକ୍ତିତର୍କ, ହଟ୍ଟଗୋଳ
Translation in other languages :
Witty language used to convey insults or scorn.
He used sarcasm to upset his opponent.