Subscribe
URL of the page has been copied to clipboard.
Meaning : କୁଲାରେ ଧାନ ଆଦି ରଖି ତାକୁ ଓଛାରି ସଫା କରିବା
Example : ଗହମ ପେଷିବା ପୂର୍ବରୁ ପାଛୁଡ଼ିବା ଆବଶ୍ୟକ
Synonyms : ଓଛାରିବା, ପାଛୁଡ଼ିବା
Translation in other languages :हिन्दी English
सूप में अन्न आदि रखकर उसे उछालते हुए साफ़ करना।
Blow away or off with a current of air.
Meaning : ପାଛୁଡ଼ିବା କାମ ଅନ୍ୟ କାହାଦ୍ୱାରା କରାଇବା
Example : ସେ ପଡ଼ୋଶୀ ଘରର ଚାଉଳ ପାଛୁଡ଼ିଲା
Synonyms : ପାଛୁଡ଼ିବା
Translation in other languages :हिन्दी
फटकने का काम दूसरे से कराना।
Install App