Subscribe
URL of the page has been copied to clipboard.
Meaning : ବଡ଼ ଟୋକେଇ
Example : ସେ ପାଛିଆ ଭର୍ତ୍ତି କରି ପିଜୁଳି ଆଣିଛି
Synonyms : ଝୁଡ଼ି
Translation in other languages :हिन्दी
बड़ा टोकरा।
Meaning : ଏକ ପ୍ରକାର ଖୋଲା ଝୁଡ଼ି
Example : ପାଛିଆ ବେତ ଆଦିରେ ବୁଣା ହୋଇଥାଏ
Synonyms : ପାଚିଆ, ବେତା
एक प्रकार की खुली टोकरी।
Meaning : ବାଉଁଶ ବା ପତଳା କାଠିରେ ତିଆରି ହୋଇଥିବା ଗୋଲ ଏବଂ ଗହୀରିଆ ପାତ୍ର
Example : ଝୁଡ଼ିରେ ଆମ୍ବ ରଖା ଯାଇଛି
Synonyms : ଝୁଡ଼ି, ପାଚିଆ, ବଡ଼ ଟୋକେଇ
बाँस या पतली टहनियों का बना हुआ गोल और गहरा पात्र।
Install App