Subscribe
URL of the page has been copied to clipboard.
Meaning : ପ୍ରଥମ ଥର
Example : ମେଳାରେ ରାମ ସହିତ ମୋର ପ୍ରଥମଥରପାଇଁ ଦେଖାହେଲା
Synonyms : ପହିଲିଥର, ପ୍ରଥମ, ପ୍ରଥମଥର, ପ୍ରଥମେ, ସର୍ବପ୍ରଥମ
Translation in other languages :हिन्दी
पहली बार।
Meaning : ବିତି ଯାଇଥିବା ସମୟରେ
Example : ଆଗରୁ ଘଟିଥିବା ଘଟଣାକୁ ମନେ ପକାଇ ସେ କାନ୍ଦିବାକୁ ଲାଗିଲେ
Synonyms : ଆଗରୁ, ପହିଲିରୁ, ପୂର୍ବରୁ, ପ୍ରଥମରୁ
बीते हुए समय में।
Install App