Meaning : ସ୍ୱେଚ୍ଛାରେ ଗତି କରୁଥିବା ଜୀବ
Example :
ପୃଥିବୀରେ ଅନେକ ପ୍ରକାରର ଜୀବଜନ୍ତୁ ଦେଖାଯାନ୍ତି
Translation in other languages :
Meaning : ଚାରିଟି ପାଦ ଓ ଲାଞ୍ଜଥିବା ଜନ୍ତୁ
Example :
ଗାଈ ଗୋଟିଏ ପାଳିତ ପଶୁ
Translation in other languages :
An animal especially a mammal having four limbs specialized for walking.
quadruped