Meaning : ବିନା ଅଧିକାରରେ କୌଣସି ଜାଗାରେ ପହଞ୍ଚିଯିବା
Example :
ଗୋଟିଏ ଚୋର ଅଗଣାରେ ପଶିଛି
Synonyms : ଅନୁପ୍ରବେଶ କରିବା, ପଶିବା, ପ୍ରବେଶ କରିବା
Translation in other languages :
Meaning : ବହୁତ ବୁଲାଣି ଯୋଗୁଁ ଘେରରେ ପଡ଼ିଯିବା
Example :
ସୂତା ଅଡ଼ୁଆ ହୋଇଗଲା
Synonyms : ଅଡ଼ୁଆ ହୋଇଯିବା
Translation in other languages :