Meaning : ମନକୁ ଖୁସି କରିବା କିମ୍ବା ଅନ୍ୟ କୌଣସି କାରଣରୁ ପର୍ଯ୍ୟଟନ ସ୍ଥଳ ଇତ୍ୟାଦିରେ ବୁଲାବୁଲି କରିବାର କ୍ରିୟା
Example :
ଏହି ପର୍ଯ୍ୟଟନ ଦଳ ପୂରା ଭାରତ ପରିଭ୍ରମଣ କରି ଫେରୁଛନ୍ତି
Synonyms : ପରିଭ୍ରମଣ
Translation in other languages :
Meaning : ଅର୍ଥ ବିନିମୟରେ ପର୍ଯ୍ୟଟକମାନଙ୍କୁ ବୁଲିବା, ଖାଇବା, ରହିବା, ଆଦି ସେବା ଯୋଗାଇଦେବାର ବ୍ୟବସ୍ଥା
Example :
ମହେଶ ପର୍ଯ୍ୟଟନରୁ ଭଲ ଆମଦାନୀ କରୁଛି ପୁରୀରେ ପର୍ୟଟନ ଏକ ପ୍ରମୁଖ ବ୍ୟବସାୟ
Translation in other languages :