Meaning : କାହାକୁ ନିନ୍ଦିତ କରିବାପାଇଁ ହସିବା ବା ତାହାର ଖରାପ କରିବା କ୍ରିୟା
Example :
ତାହାର ଖୁବ୍ ହଇରାଣ ହେବା କାରଣରୁ ସେ ସବୁ ଜାଗାରେ ସମସ୍ତଙ୍କର ଉପହାସର ପାତ୍ର ହୋଇଗଲା
Synonyms : ଉପହାସ
Translation in other languages :
Meaning : ମନକୁ ଆମୋଦିତ କଲାଭଳି କଥା ବା କାମ
Example :
ମୋ ସହିତ ଥଟ୍ଟା ତାମସା କରନାହିଁ
Synonyms : କୌତୁକ, ଥଟ୍ଟା, ଥଟ୍ଟା ତାମସା, ମଜା, ହସ ପରିହାସ, ହସ ମଜା, ହାସ୍ୟ
Translation in other languages :
मन बहलाने वाली बात।
वह सबसे हँसी-मज़ाक़ करते रहता है।